Advertisment

ଓଡ଼ିଶା ପୁଲିସ୍‌ର ଫ୍ରି କିଚେନ୍

ପୁରୀ: ବାତ୍ୟା ‘ଫୋନି’ ଅନେକ ଦୁଃଖ ଦେଇ ଯାଇଛି। ‘ଫୋନି’ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ନା ମିଳୁଛି ପିଇବା ପାଇଁ ପାଣି, ନା ମିଳୁଛି ଖାଇବା ପାଇଁ ଓଳିଏ ଖାଦ୍ୟ। ଅସହାୟଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ପାଇଁ ପୁରୀରେ ଓଡ଼ିଶା ପୁଲିସ୍‌ ଫ୍ରି କିଚେନ୍ ଆରମ୍ଭ କରିଛି। ତେବେ ଏହି ଫ୍ରି କିଚେନ୍‌ ବ୍ୟବସ୍ଥା ବହୁ ଲୋକଙ୍କ ପେଟରେ ମୁଠାଏ ଆହାର ଦେଇଛି। ବାତ୍ୟା ପରଠାରୁ ଜଳଖିଆ ଖାଇ ରହିଥିବା ଲୋକେ ଭାତ […]

author-image
Rosalin Rath
ଓଡ଼ିଶା ପୁଲିସ୍‌ର ଫ୍ରି କିଚେନ୍

xx

ପୁରୀ: ବାତ୍ୟା ‘ଫୋନି’ ଅନେକ ଦୁଃଖ ଦେଇ ଯାଇଛି। ‘ଫୋନି’ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ନା ମିଳୁଛି ପିଇବା ପାଇଁ ପାଣି, ନା ମିଳୁଛି ଖାଇବା ପାଇଁ ଓଳିଏ ଖାଦ୍ୟ।

Advertisment

ଅସହାୟଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ପାଇଁ ପୁରୀରେ ଓଡ଼ିଶା ପୁଲିସ୍‌ ଫ୍ରି କିଚେନ୍ ଆରମ୍ଭ କରିଛି। ତେବେ ଏହି ଫ୍ରି କିଚେନ୍‌ ବ୍ୟବସ୍ଥା ବହୁ ଲୋକଙ୍କ ପେଟରେ ମୁଠାଏ ଆହାର ଦେଇଛି। ବାତ୍ୟା ପରଠାରୁ ଜଳଖିଆ ଖାଇ ରହିଥିବା ଲୋକେ ଭାତ ଖାଇ ବହୁତ ଖୁସି ଅଛନ୍ତି।

ଏହି ଫ୍ରି କିଚେନ୍‌ ବ୍ୟବସ୍ଥାରେ ପ୍ରତିଦିନ ହଜାରେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ୭ ଦିନ ଧରି ଏହା ଚାଲିବ ବୋଲି ପୋଲିସ ମହା ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଛନ୍ତି।

Advertisment

Advertisment
Advertisment