Advertisment

ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇନ୍ତି। ସେଥିମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼- ୨୧୭, କୋରାପୁଟରୁ ୧୭୫, ଭଦ୍ରକ- ୧୭୨, କଳାହାଣ୍ଡି- ୧୬୫, ପୁରୀ- ୧୪୪, ନୟାଗଡ଼ରୁ ୧୪୧, ମୟୂରଭଞ୍ଜ- ୧୨୮, ମାଲକାନଗିରି- ୧୨୦, ବରଗଡ଼ରୁ […]

ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

corona-virus-w

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ରେକର୍ଡ ୪୦୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇନ୍ତି। ସେଥିମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ ୬୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୪୬୮, ଖୋର୍ଦ୍ଧା- ୩୭୦, ଯାଜପୁରରୁ ୩୩୯ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେହିଭଳି ଗଞ୍ଜାମରୁ ୨୩୩, ସୁନ୍ଦରଗଡ଼- ୨୧୭, କୋରାପୁଟରୁ ୧୭୫, ଭଦ୍ରକ- ୧୭୨, କଳାହାଣ୍ଡି- ୧୬୫, ପୁରୀ- ୧୪୪, ନୟାଗଡ଼ରୁ ୧୪୧, ମୟୂରଭଞ୍ଜ- ୧୨୮, ମାଲକାନଗିରି- ୧୨୦, ବରଗଡ଼ରୁ ୧୦୦ ସୁସ୍ଥ ହୋଇଛନ୍ତି।

ସମ୍ବଲପୁରରୁ ମଧ୍ୟ ୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର- ୮୩, କନ୍ଧମାଳରୁ ୭୯ , ଢେଙ୍କାନାଳ- ୬୬, ବଲାଙ୍ଗିର- ୬୨, ନବରଙ୍ଗପୁରରୁ ୫୨ଜଣ ସୁସ୍ଥ ହୋଇଛନ୍ତି। ପୁଣି କେନ୍ଦ୍ରାପଡ଼ାରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଜପତି- ୪୮, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୩୫ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି। କେନ୍ଦୁଝରରୁ ମଧ୍ୟ ୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୧୩ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର- ୨୯, ଦେବଗଡ଼ ଓ ସୁବର୍ଣ୍ଣପୁରରୁ ୧୩ ଲେଖାଏଁ ସୁସ୍ଥ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ