Advertisment

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। […]

author-image
Abinash Pati
ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

state odisha

ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ୱାର୍ଡ ସଂରକ୍ଷଣ କାମ କରାଯିବ। ସେହି କାମ ସରିବା ପରେ ଭୋଟର ତାଲିକା ପ୍ରସ୍ତୁତ ହେବ। ଏସବୁ କାମ କରିବାକୁ ୪ ମାସ ସମୟ ଲାଗିବ। ତା ପରେ ପୌର ନିର୍ବାଚନ ହେବ। ୫୦ ପ୍ରତିଶତ ଭିତରେ ରିଜର୍ଭେସନ୍ ରହିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସେହି ଅନୁସାରେ, ପୌର ନିର୍ବାଚନ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

Advertisment
Advertisment