ଅଦ୍ୟତନ ହୋଇଛି
gst
Advertisment
ଭୁବନେଶ୍ୱର: ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ବିଭାଗ ଦ୍ୱାରା ଓଡ଼ିଶାରେ ୭୧୨ କୋଟିର ଜିଏସ୍ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ବଡ଼ ଧରଣର ଜିଏସଟି ଠକେଇ ମାମଲାରେ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ କାଶ୍ମୀରା ଅଗ୍ରୱାଲ।
Advertisment
ତାଙ୍କୁ ସମ୍ବଲପୁରରୁ ଗିରଫ କରିଛି ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ବିଭାଗ। ଜାଲ୍ ଇନପୁଟ୍ ଟାକ୍ସ କ୍ରେଡିଟ୍, ଘରଭଡ଼ା, ପରିବହନ ଆଦି ଜାଲି କରାଯାଇ ବିପୁଳ ଠକେଇ ହୋଇଥିଲା। ବହୁ ଟନ୍ ଓଜନର ଲୁହା ଦୁଇ ଚକିଆ ଯାନରେ ପରିବହନ ଦର୍ଶାଯାଇଥିଲା। ଏହି ଠକେଇ ମାମଲାରେ ଆଉ କିଛି ଅଭିଯୁକ୍ତଙ୍କୁ ପୂର୍ବରୁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gst-1_1625420403.jpg)