Advertisment

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଆଜି ବିଜେପିର ବୈଠକ

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜେପିରେ ନିର୍ବାଚନୀ ତତ୍ପରତା ଦେଖା ଦେଇଛି। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ବୈଠକ ଅନୁଷ୍ଠିତ ହେବ। ବରିଷ୍ଠ ବିଧାୟକ, ନେତାଙ୍କ ସହ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ବରିଷ୍ଠ ନେତା ଦାମୋଦର ରାଉତ ଦଳରେ ଯୋଗ ଦେବା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି। ପଦ୍ମ ଧରିବା ପରେ ଆଜି […]

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ପାଇଁ ଆଜି ବିଜେପିର ବୈଠକ

BJP

Advertisment

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଜେପିରେ ନିର୍ବାଚନୀ ତତ୍ପରତା ଦେଖା ଦେଇଛି। ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ବୈଠକ ଅନୁଷ୍ଠିତ ହେବ। ବରିଷ୍ଠ ବିଧାୟକ, ନେତାଙ୍କ ସହ ପର୍ଯ୍ୟବେକ୍ଷକ ଏବଂ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ଅନ୍ୟପକ୍ଷରେ ବରିଷ୍ଠ ନେତା ଦାମୋଦର ରାଉତ ଦଳରେ ଯୋଗ ଦେବା ପରେ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି। ପଦ୍ମ ଧରିବା ପରେ ଆଜି ଦାମ ଭୁବନେଶ୍ୱର ଫେରୁଛନ୍ତି। ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ପହଞ୍ଚିବା ପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ। ସେଠାରେ ଦଳରେ ସ୍ୱାଗତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ