/odishatv-khabar/media/post_attachments/uploadimage/library/16_9/16_9_0/badrinath_1626767827.jpg)
badrinath
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଓଡ଼ିଆ ତୀର୍ଥଯାତ୍ରୀ ଫସି ରହିଛନ୍ତି। ତୀର୍ଥଯାତ୍ରୀମାନେ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି।
Advertisment
/odishatv-khabar/media/post_attachments/wp-content/uploads/2018/11/Odia-493x430.jpg)
ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ ପ୍ରାୟ ୪୨ ଜଣ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ଧାମ ଆସିଥିଲେ।
/odishatv-khabar/media/post_attachments/wp-content/uploads/2018/11/odia-1-750x430.jpg)
କିନ୍ତୁ ଦର୍ଶନ ସାରି ଗତକାଲି ଫେରିବା ବେଳେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଜାମ୍ ହୋଇଯାଇଥିଲା। ଫଳରେ ସେଠାରୁ ଓଡ଼ିଶା ଫେରି ନ ପାରି ତୀର୍ଥଯାତ୍ରୀମାନେ ଫସି ରହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)