/odishatv-khabar/media/post_attachments/uploadimage/library/16_9/16_9_0/swagatika_1626689012.jpg)
swagatika
ଭୁବନେଶ୍ୱର : ଆମେରିକାରେ ଓଡ଼ିଆ ଝିଅଙ୍କ ସଫଳତା। ଆମେରିକାର ଚିକାଗୋରେ ଅନୁଷ୍ଠିତ ଇଣ୍ଟରନାସନାଲ ଇଣ୍ଡିଆନ୍ ଆଇକନ୍-୨୦୧୯ରେ ଓଡ଼ିଆ ଝିଅ ସ୍ୱାଗତିକା ମହାନ୍ତି ପାଇଛନ୍ତି BEST PERSONALITY ଆୱାର୍ଡ।
Advertisment
ଏହି ଫେସନ୍ ସୋ’ରେ ପୃଥିବୀର ବିଭିନ୍ନ ଦେଶରୁ ୧୫୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ କଟକର ସ୍ୱାଗତିକା ଏହି ସଫଳତା ହାସଲ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିବା ପରେ ସ୍ୱାଗତିକା ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଫେସନ୍, ମଡେଲିଂ, ଡ୍ୟାନ୍ସ, କୋରିଓଗ୍ରାଫି, ପେଣ୍ଟିଂରେ ତାଙ୍କର ରୁଚି ରହିଛି। ଏବେ ସ୍ୱାଗତିକା ତାଙ୍କର ସ୍ୱାମୀ ଓ ପୁଅ ସହ କାଲିଫର୍ଣ୍ଣିଆରେ ରହୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)