Advertisment

ଏଣିକି ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ଦୁର୍ବିପାକ, ମହାମାରୀରେ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା। ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ୧୯୮୭ ଆଇନରେ ସରକାର ନୂଆ ଧାରା ଯୋଡ଼ିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ବାଟ ଫିଟିଛି। ଆଡଭୋକେଟ୍ ୱେଲଫେୟାର ଫଣ୍ଡ ଟ୍ରଷ୍ଟରୁ ଦୁର୍ବିପାକ ଓ ମହାମାରୀ ପାଇଁ ବାର୍ କାଉନସିଲ୍ ଅଫ୍ ଓଡ଼ିଶାକୁ ଅର୍ଥ ଦିଆଯାଇପାରିବ। ଫଳରେ ଏହି ସମୟରେ ପ୍ରଭାବିତ ହୋଇଥିବା ଆଇନଜୀବୀଙ୍କୁ ଆର୍ଥିକ ସାହାୟତା ପ୍ରଦାନ କରାଯାଇପାରିବ। ଏନେଇ ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧ୍ୟାଦେଶ ୨୦୨୦ ନେଇ […]

author-image
Ranjeet Kumar Jena
ଏଣିକି ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

high-court

ଭୁବନେଶ୍ୱର: ଦୁର୍ବିପାକ, ମହାମାରୀରେ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା। ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ୧୯୮୭ ଆଇନରେ ସରକାର ନୂଆ ଧାରା ଯୋଡ଼ିବା ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ବାଟ ଫିଟିଛି।

Advertisment

ଆଡଭୋକେଟ୍ ୱେଲଫେୟାର ଫଣ୍ଡ ଟ୍ରଷ୍ଟରୁ ଦୁର୍ବିପାକ ଓ ମହାମାରୀ ପାଇଁ ବାର୍ କାଉନସିଲ୍ ଅଫ୍ ଓଡ଼ିଶାକୁ ଅର୍ଥ ଦିଆଯାଇପାରିବ। ଫଳରେ ଏହି ସମୟରେ ପ୍ରଭାବିତ ହୋଇଥିବା ଆଇନଜୀବୀଙ୍କୁ ଆର୍ଥିକ ସାହାୟତା ପ୍ରଦାନ କରାଯାଇପାରିବ।

ଏନେଇ ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି ଅଧ୍ୟାଦେଶ ୨୦୨୦ ନେଇ ସରକାର ଗେଜେଟ୍ ନୋଟିଫିକେସନ ଜାରି କରିଛନ୍ତି। ପୂର୍ବରୁ ମୃତ୍ୟୁ ଓ ଅବସର ପରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ମିଳୁଥିଲା।

Advertisment
Advertisment
Advertisment