Advertisment

କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ୀଙ୍କୁ ନୋଟିସ୍

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲାକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କୁ ରିଟର୍ଣ୍ଣି ଅଫିସର ନୋଟିସ୍‌ ଜାରି କରିଛନ୍ତି। ବିନା ଅନୁମତିରେ ଶୋଭାଯାତ୍ରା କରିଥିବାରୁ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏନେଇ ମାଲା ମାଢ଼ୀ କହିଛନ୍ତି,“ ମୋତେ ଯେଉଁ ନୋଟିସ୍ ଜାରି ହୋଇଥିଲା, ତାର ଉତ୍ତର ମୁଁ ରଖିଛି।”

କଂଗ୍ରେସ ପ୍ରାର୍ଥୀ ମାଲା ମାଢ଼ୀଙ୍କୁ ନୋଟିସ୍

malkangiri

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲାକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କୁ ରିଟର୍ଣ୍ଣି ଅଫିସର ନୋଟିସ୍‌ ଜାରି କରିଛନ୍ତି।

Advertisment

ବିନା ଅନୁମତିରେ ଶୋଭାଯାତ୍ରା କରିଥିବାରୁ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଏନେଇ ମାଲା ମାଢ଼ୀ କହିଛନ୍ତି,“ ମୋତେ ଯେଉଁ ନୋଟିସ୍ ଜାରି ହୋଇଥିଲା, ତାର ଉତ୍ତର ମୁଁ ରଖିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ