/odishatv-khabar/media/post_attachments/uploadimage/library/16_9/16_9_0/dharmendra-12_1626761120.jpg)
dharmendra
ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ନିଜ ନିୟନ୍ତ୍ରଣରେ ନଥିବା କହି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି। ଭଞ୍ଜନଗରର ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି।
Advertisment
ସେ କହିଛନ୍ତି,“ଉଭୟ ବିକ୍ରମ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଅପରାଧିକ ଓ ଚିଟ୍ଫଣ୍ଡ ମାମଲା ରହିଛି।”
ଏଥିସହ ବ୍ରହ୍ମପୁରରେ ଅପରାଧୀ ଓ ମଦ ମାଫିଆଙ୍କ ପୃଷ୍ଠପୋଷକତାର ନାଁ ନବୀନ ବୋଲି କହି ଧର୍ମେନ୍ଦ୍ର କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)