Advertisment

ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଲା ସେଗ୍ ୱେ

ଭୁବନେଶ୍ୱର  : ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍‌କୁ ଭୁବନେଶ୍ୱର ଷ୍ଟେସନ୍‌ରେ ବ୍ୟବହାର କରିବେ ଆର୍‌ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍‌ରେ ଏହା ସିଷ୍ଟମ୍‌ର ଶୁଭାରମ୍ଭ କରାଯାଇଛି।  ପ୍ଲାଟ୍‌ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍‌ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ । ପ୍ରଥମ ପର୍ଯ୍ୟାୟରେ […]

author-image
Pradesh Pratyush
ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଲା ସେଗ୍ ୱେ

seg way2

ଭୁବନେଶ୍ୱର  : ଭୁବନେଶ୍ୱର ଷ୍ଟେସନ୍‌କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍‌କୁ ଭୁବନେଶ୍ୱର ଷ୍ଟେସନ୍‌ରେ ବ୍ୟବହାର କରିବେ ଆର୍‌ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍‌ରେ ଏହା ସିଷ୍ଟମ୍‌ର ଶୁଭାରମ୍ଭ କରାଯାଇଛି।

Advertisment

publive-image ପ୍ଲାଟ୍‌ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍‌ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଦୁଇଟି ସେଗ୍ ୱେ ଆସିଛି । ଏହାସହ ପୁରୀ, କଟକ ଷ୍ଟେସନ୍‌ରେ ବି ଦୁଇଟି ସେଗ୍ ୱେ ସିଷ୍ଟମ୍‌କୁ ଆରମ୍ଭ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ କିଛି ଆର୍‌ପିଏଫ୍‌ଙ୍କୁ ପ୍ରଶିକ୍ଷଣ ବି ଦିଆଯାଇଛି।

Advertisment
Advertisment
Advertisment