/odishatv-khabar/media/post_attachments/uploadimage/library/16_9/16_9_0/panjika_1626784346.jpg)
panjika
ପୁରୀ(ମଧୁସୂଦନ ମିଶ୍ର): ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ହନୁମାନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଛି। ଏହି ଅବସରରେ ନୂତନ ପଞ୍ଜିକା ପ୍ରଚଳନ ହୋଇଥିଲା।
Advertisment
ନୂତନ ପଞ୍ଜିକାରେ ଚଳିତ ବର୍ଷର ତିଥି ବାର, ନକ୍ଷତ୍ର ଓ ପର୍ବପର୍ବାଣୀର ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ବନ୍ୟା, ବାତ୍ୟା ଓ ଭୂକମ୍ପ ହେବ ବୋଲି ନୂତନ ପଞ୍ଜିକାରେ ଉଲ୍ଲେଖ ରହିଛି। ଏହାସହ ରାଜ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟ ଲାଗି ରହିବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)