blast
Advertisment
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ ଆକ୍ରମଣ ହୋଇଛି। ଝାଡ଼ଖଣ୍ଡର ଗୋୟଲକେରାରେ ବନ ବିଭାଗର ନିର୍ମାଣାଧିନ ଏକ କୋଠାକୁ ବିସ୍ଫୋରଣ କରି ନକ୍ସଲ ଉଡ଼ାଇ ଦେଇଛନ୍ତି। ଏହି ଲଙ୍କାକାଣ୍ଡରେ ୨୫ରୁ ୩୦ ଜଣ ନକ୍ସଲ ସାମିଲ ଥିବା କୁହାଯାଉଛି।
Advertisment
ଏହାସହ ନିର୍ବାଚନରେ ସାମିଲ ନହେବାକୁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/blast-123_1626760639.jpg)