ଅଦ୍ୟତନ ହୋଇଛି
nuaan-khai
Advertisment
ଲମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ହେବାକୁ ଥିବା ନବାନ୍ନ ଲାଗି ସମୟର ଦୃଶ୍ୟ ଅନ୍ଲାଇନ୍ରେ ପ୍ରସାରିତ ହେବ। କରୋନା କଟକଣା ଯୋଗୁଁ ଏଥର ଏହି ନିଷ୍ପତ୍ତି ନେଇଛି ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି।
Advertisment
ଏଥିପାଇଁ ମନ୍ଦିର ନିକଟକୁ ନ ଆସିବା ଲାଗି ଭକ୍ତଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଆସନ୍ତା କାଲି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nuaan-khai_1625403932.jpg)