/odishatv-khabar/media/post_attachments/uploadimage/library/16_9/16_9_0/0-1_1626429135.jpg)
0
ରାଇରଙ୍ଗପୁର(ରାଜେଶ ଶର୍ମା): ପୁଅର ଠେଙ୍ଗା ମାଡ଼ରେ ମା‘ର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଧଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କୁନ୍ତୀ ଆଲଡା। ଅଭିଯୁକ୍ତ ନାଁ ଜେରେଇ ଅଲଡା। ତାକୁ ପୁଲିସ୍ ଗିରଫ କରିଛି। ମାଆକୁ ହତ୍ୟା କରିଥିବା ଘଟଣାକୁ ସେ ସ୍ୱୀକାର କରିଛି।
Advertisment
ଗତ ସୋମବାର ଦିନ ଏହି ଘଟଣା ଘଟିଥିବାବେଳେ ଗତକାଲି ଜାମଦା ପୁଲିସ୍ ମୃତଦେହକୁ ଜବତ କରିଥିଲା। ହତ୍ୟାକାଣ୍ଡ ନେଇ ଥାନାରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)