/odishatv-khabar/media/post_attachments/uploadimage/library/16_9/16_9_0/bali-yatra-1_1626684982.jpg)
bali yatra
କଟକ : ସରି ସରି ଆସୁଛି କଟକ ବାଲିଯାତ୍ରା । ସେପଟେ ଆଜି ରବିବାର ପାଇଁ ବାଲିଯାତ୍ରାରେ ହୋଇଛି ଅସମ୍ଭାଳ ଭିଡ଼। ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ବାଲିଯାତ୍ରାରେ । ପାର୍କିଂ ପାଇଁ ଆଉ ଯାଗା ନଥିବା କମିଶନରେଟ୍ ପୁଲିସ୍ ସନ୍ଧ୍ୟାରେ ଟ୍ୱିଟ୍ କରି ଜଣାଇଥିଲା । ତେବେ ପରେ ସ୍ଥିତି ସାମାନ୍ୟ ସୁଧୁରୁଥିବା କହିଛି।
Advertisment
ଯାତ୍ରା ବୁଲିବାକୁ ଆସୁଥିବା ଲୋକେ ପାର୍କିଂ ପ୍ଲେସରେ ଗାଡ଼ି ରଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଏମିତିକି ଭିଡ଼ ଭିତରେ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ଅପରହାହ୍ନ ୪ଟା ପରଠାରୁ ଭିଡ଼ ଅଧିକ ଅଣାୟତ୍ତ ହୋଇ ପଡିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)