Advertisment

କାର୍‌ରୁ ଜବତ ହେଲା ୯ ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରେ ୯ ଲକ୍ଷ ଟଙ୍କା ଜବତ ହୋଇଛି। କାର୍‌ରେ ଚାଲାଣ ହେଉଥିବା ବେଳେ ଫ୍ଲାଇଂ ସ୍କ୍ୱାର୍ଡ୍‌ ୯ ଲକ୍ଷ ଟଙ୍କା ଜବତ କରିଛି। ଗାଡ଼ିର ମାଲିକ ହେଉଛନ୍ତି ଆଳି ବ୍ଲକ କଅଁରପୁରର ବସନ୍ତ ଦାସ। ବସନ୍ତଙ୍କର ପେଟ୍ରୋଲ୍‌ ପମ୍ପ୍‌ ଅଛି। ତେବେ ବସନ୍ତ ତାଙ୍କ ଗାଡ଼ିରେ ତେଲ ଟାଙ୍କି ପଇସା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ନେଉଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଅଟକ ରଖି ଏ ବିଷୟରେ ଅଧିକ […]

author-image
Sangita Sahu
କାର୍‌ରୁ ଜବତ ହେଲା ୯ ଲକ୍ଷ ଟଙ୍କା

bag

କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରେ ୯ ଲକ୍ଷ ଟଙ୍କା ଜବତ ହୋଇଛି। କାର୍‌ରେ ଚାଲାଣ ହେଉଥିବା ବେଳେ ଫ୍ଲାଇଂ ସ୍କ୍ୱାର୍ଡ୍‌ ୯ ଲକ୍ଷ ଟଙ୍କା ଜବତ କରିଛି। ଗାଡ଼ିର ମାଲିକ ହେଉଛନ୍ତି ଆଳି ବ୍ଲକ କଅଁରପୁରର ବସନ୍ତ ଦାସ।

Advertisment

ବସନ୍ତଙ୍କର ପେଟ୍ରୋଲ୍‌ ପମ୍ପ୍‌ ଅଛି। ତେବେ ବସନ୍ତ ତାଙ୍କ ଗାଡ଼ିରେ ତେଲ ଟାଙ୍କି ପଇସା ନେଇ ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ନେଉଥିବା ଜଣାପଡ଼ିଛି। ପୁଲିସ ତାଙ୍କୁ ଅଟକ ରଖି ଏ ବିଷୟରେ ଅଧିକ ପଚରାଉଚରା କରୁଛି।

Advertisment
Advertisment