/odishatv-khabar/media/post_attachments/uploadimage/library/16_9/16_9_0/cart_1626691461.jpg)
cart
ପାରଳାଖେମୁଣ୍ଡି : ଶଗଡ଼ରେ ପାରଳାଖେମୁଣ୍ଡି ବିଧାୟକ। ଶତାଧିକ ବିଜେପି କର୍ମୀଙ୍କ ସହ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଚାଷୀମାରଣ ନୀତି ଓ ଜିଲ୍ଲା ପରିବହନ ବିଭାଗର ମନଇଚ୍ଛା ଫାଇନ ଆଦାୟକୁ ବିଧାୟକ ବିରୋଧ କରିଆସୁଥିଲେ । ତେବେ ଏହାପରେ ବି ଜିଲ୍ଲା ପ୍ରଶାସନ ନଶୁଣିବାରୁ ଆଜି ବିଧାୟକ କେ.ନାରାୟଣ ରାଓ ଶତାଧିକ ବଜେପି କର୍ମୀ ଓ ଚାଷୀ ମାନଙ୍କୁ ନେଇ ଶଗଡ଼ରେ ଯାଇଥିଲେ ।
Advertisment
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)