Advertisment

ବିଧାୟକଙ୍କୁ ଲାଗିଲା କାଳିଶି !

ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା […]

author-image
Pradesh Pratyush
ବିଧାୟକଙ୍କୁ ଲାଗିଲା କାଳିଶି !

jkl

ଅନୁଗୁଳ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ବିଧାୟକ। ସର୍ବସମ୍ମୁଖରେ ଚାଲିଛି ଅନ୍ଧ ବିଶ୍ୱାସର ଖୋଲା ନାଟକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁରେ  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାମ୍ବ ଦଶମୀ ପୂଜାରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଅଜବ ଆଚରଣ ଦେଖିବାକୁ ମିଳିଥିଲା।

Advertisment

ସୂଚନା ମୁତାବକ, ଗାଁର ଗଣ୍ଡ ସମାଜ ପକ୍ଷରୁ ଆଜି କଳସ ଯାତ୍ରା କରାଯାଇଥିଲା । ଆଉ ଠିକ୍ ଏହି ସମୟରେ ବିଧାୟକ ରାସ୍ତା ଉପରେ ଛିଡ଼ା ହୋଇ ଥରିବାକୁ ଲାଗିଥିଲେ, ସତେ ଯେପରି ତାଙ୍କୁ କାଳିଶି ଲାଗିଛି । ଘଟଣା ପରେ ଲୋକେ ତାଙ୍କୁ ପୂଜା କରିବାକୁ ଲାଗିଥିଲେ।

Advertisment
Advertisment