bbsr
Advertisment
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି।
Advertisment
ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ’ଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ ହେଲା ତାହା ଜଣାପଡ଼ି ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bbsr-123-1_1626758169.jpg)