/odishatv-khabar/media/post_attachments/uploadimage/library/16_9/16_9_0/family_1626339247.jpg)
family
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଗଟେସରବରପଡ଼ାରେ ଗୋଟିଏ ପରିବାର ଉପରକୁ ସଂଘବନ୍ଧ ଆକ୍ରମଣ ହୋଇଛି। କିଛି ଯୁବକ ଦୈତାରୀ କୁମ୍ଭାରଙ୍କ ଘର ଭିତରକୁ ଧଶେଇ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ପରିବାର ଲୋକଙ୍କୁ ମାଡ଼ପିଟ୍ କରିବା ସହ ସବୁ ଜିନିଷ ଭଙ୍ଗାରୁଜା କରିଛନ୍ତି।
Advertisment
ଏଥିରେ ଦୈତାରୀଙ୍କ ସହ ପରିବାର ଅନ୍ୟ ସଦସ୍ୟ ବି ଆହତ ହୋଇଛନ୍ତି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ କାକା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)