Advertisment

ଝିଆରୀ ଉପରେ ମଉସାର ପାପ ନଜର !

ରାଉରକେଲା : ରାଉରକେଲାରେ ଜଣେ ବାପା ମାଆ ଛେଉଣ୍ଡ ନାବାଳିକାଙ୍କୁ ସଂପର୍କୀୟ ମଉସାଙ୍କ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ। ଏନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମଉସା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୁଲିସ୍। ମଉସା ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ମାଉସୀ ଛୁରୀରେ ଆକ୍ରମଣ କରିଥିବା ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନା ଅନୁସାରେ, ଅସହାୟ ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରେ ରହୁଥିଲେ। ସଙ୍ଗୀନ ଅଭିଯୋଗ ଆସିବା ପରେ […]

author-image
Pradesh Pratyush
ଝିଆରୀ ଉପରେ ମଉସାର ପାପ ନଜର !

misbehave

ରାଉରକେଲା : ରାଉରକେଲାରେ ଜଣେ ବାପା ମାଆ ଛେଉଣ୍ଡ ନାବାଳିକାଙ୍କୁ ସଂପର୍କୀୟ ମଉସାଙ୍କ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ। ଏନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମଉସା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୁଲିସ୍। ମଉସା ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ମାଉସୀ ଛୁରୀରେ ଆକ୍ରମଣ କରିଥିବା ନାବାଳିକା ଥାନାରେ ଅଭିଯୋଗ କରିଥିଲେ।

Advertisment

ପୁଲିସ ସୂଚନା ଅନୁସାରେ, ଅସହାୟ ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରେ ରହୁଥିଲେ। ସଙ୍ଗୀନ ଅଭିଯୋଗ ଆସିବା ପରେ ଉଭୟଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ତାସହ ନାବାଳିକା ଓ ତାଙ୍କ ଭାଇଙ୍କ ଥଇଥାନ ପାଇଁ ସିଡବ୍ଲୁସିକୁ ଅବଗତ କରାଯାଇଛି।

Advertisment
Advertisment