/odishatv-khabar/media/post_attachments/uploadimage/library/16_9/16_9_0/MINOR_1626424325.jpg)
MINOR
ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।
Advertisment
ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍କୁ ଜଣାଇଥିଲେ। ପାଟପୁର ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)