Advertisment

ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ : ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି ସହ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଦ୍ୱାରା କିପରି ଅପରାଧି ଚିହ୍ନଟ ହେବେ ସେଥିଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଟି ବିଭାଗ ପକ୍ଷରୁ ପୂର୍ବରୁ ଆଡଭାଇଜରି […]

author-image
Pradesh Pratyush
ଅନଲାଇନ୍ ଠକଙ୍କୁ ଧରିବା ସହଜ ନୁହେଁ : ବିଭାଗୀୟ ମନ୍ତ୍ରୀ

tusarkanti behera

ଭୁବନେଶ୍ୱର : ଅନଲାଇନ୍ ଠକ ଧରିବା ସହଜ ନୁହେଁ ବୋଲି ମାନିଲେ ମନ୍ତ୍ରୀ। ସୋଶାଲ ମିଡିଆ, ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ହେଉଥିବା ଠକାମୀକୁ ଧରିବା ସହଜ ନୁହେ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

Advertisment

ଏଥିଲାଗି ସରକାରୀ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ୟୁନିକ୍ ଆଇଡି ସହ ସାଇବର ସିକ୍ୟୁରିଟି ବ୍ୟବସ୍ଥା ଦ୍ୱାରା କିପରି ଅପରାଧି ଚିହ୍ନଟ ହେବେ ସେଥିଲାଗି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଛି। ଏ ନେଇ ଆଇଟି ବିଭାଗ ପକ୍ଷରୁ ପୂର୍ବରୁ ଆଡଭାଇଜରି ଜାରି ହୋଇଛି ବୋଲି କହିଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା।

Advertisment
Advertisment