Advertisment

ପୁରୀରେ ମିନି ମାରାଥନ

ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ ସାମିଲ ହୋଇଥିଲେ। ଏହି ମିନି ମାରାଥନକୁ ସିଂହଦ୍ୱାର ନିକଟରୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଏସପି,ପୌର କାର୍ଯ୍ୟର୍ନିବାହୀ ଅଧିକାରୀ […]

ପୁରୀରେ ମିନି ମାରାଥନ

puri

Advertisment

ପୁରୀ(ମଧୁସୂଦନ ମିଶ୍ର): ସାଧାରଣ ନିର୍ବାଚନରେ କିଭଳି ଶତ ପ୍ରତିଶତ ମତଦାନ ହୋଇପାରିବ,ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ମିନି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ନାଗାମେଢ,ଘୋଡାନାଚ, ଫୁଲମେଢ,ଘୁଡକି ଆଦି ବିଭିନ୍ନ ପାରମ୍ପରିକ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ,ଦିବ୍ୟାଙ୍ଗ ଓ ଭୋଟରମାନେ ସାମିଲ ହୋଇଥିଲେ।

Advertisment

ଏହି ମିନି ମାରାଥନକୁ ସିଂହଦ୍ୱାର ନିକଟରୁ ପତାକା ଦେଖାଇ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଏସପି,ପୌର କାର୍ଯ୍ୟର୍ନିବାହୀ ଅଧିକାରୀ ଓ ନିର୍ବାଚନ ପର୍ଯ୍ୟବେକ୍ଷକ ସନ୍ଦୀପ ମାହେଶ୍ୱରୀଙ୍କ ସମେତ ଜିଲ୍ଲାସ୍ତରର ବହୁ ପଦାଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ