malkangiri
Advertisment
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନକ୍ସଲମାନେ ଅଟକ ରଖିଥିବା ୪ଟି ଲଞ୍ଚକୁ ଛାଡ଼ି ଦେଇଛନ୍ତି। ସିନ୍ଧୁପୁଟ ଓ ଯନ୍ତ୍ରୀରେ ଦୁଇ ଦିନ ଧରି ଅଟକ ଥିବା ଲଞ୍ଚ ଆଜି ଘାଟକୁ ଫେରିଛି। ଲଞ୍ଚ ସହ ସମସ୍ତ ଡ୍ରାଇଭର, ହେଲପର ଓ ଖଲାସି ଫେରିଥିବା ଜଣାଯାଇଛି। ଲଞ୍ଚଗୁଡ଼ିକରେ ଭୋଟ୍ ବର୍ଜନ ପୋଷ୍ଟର ଲାଗିଛି।
Advertisment
ଗତକାଲି ଚିତ୍ରକୋଣ୍ଡାରେ ଭୋଟ୍ ଗ୍ରହଣ ହୋଇଥିଲା। ତେବେ ୩୧ ଦଫା ଦାବିରେ ନିର୍ବାଚନ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ ନକ୍ସଲ। ଭୋଟ୍ ଗ୍ରହଣ ପୂର୍ବରୁ ୪ଟି ଲଞ୍ଚ ସହ ୧୨ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lanch-123_1626760675.jpg)