Advertisment

ନିର୍ବାଚନକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର ଓ ବ୍ୟାନର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଜୋଡ଼ିଙ୍ଗା ନିକଟ ରାସ୍ତା କଡ଼ରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସାଧାରଣ ନିର୍ବାଚନକୁ ବିରୋଧ କରାଯାଇଛି। ଏହାସହ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବାବେଳେ, ମାଓବାଦୀ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିବା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଘଟଣାର […]

ନିର୍ବାଚନକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର ଓ ବ୍ୟାନର

naxal

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଜୋଡ଼ିଙ୍ଗା ନିକଟ ରାସ୍ତା କଡ଼ରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସାଧାରଣ ନିର୍ବାଚନକୁ ବିରୋଧ କରାଯାଇଛି। ଏହାସହ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି।

Advertisment

ନିର୍ବାଚନ ପାଖେଇ ଆସୁଥିବାବେଳେ, ମାଓବାଦୀ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିବା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଘଟଣାର ତଦନ୍ତ କରାଯିବା ସହ କମ୍ବିଂ ଅପରେସନ ଜାରି ରହିଥିବା ଉମରକୋଟ ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ