/odishatv-khabar/media/post_attachments/uploadimage/library/16_9/16_9_0/mao-4_1626339644.jpg)
mao
କଳାହାଣ୍ଡି: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ ଦାବିରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି।
Advertisment
ମାଓବାଦୀ ସଂଗଠନ KKBN ତରଫରୁ ଏହି ପୋଷ୍ଟର ଲଗାଯାଇଛି। ଏହା ପୂର୍ବରୁ ମଦନପୁର ରାମପୁର ଥାନାର ଦୁର୍ଗମ ବରବନ୍ଧା, ବେଲଗା, ଚିଦ୍ରା ଅଞ୍ଚଳରେ ମାଓବାଦୀମାନେ ପୋଷ୍ଟର ମାରି ଏଭଳି ନିର୍ବାଚନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)