Advertisment

ଧରାପଡ଼ିଲେ ୫ ରାଜଧାନୀ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ  ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍ ତାଇ ଓ ଲୁଟ୍‌ରେ ସାମିଲ ଥିଲେ ଏହି ୫ ଜଣ ଲୁଟେରା। ଏକୁଟିଆ ରାତିରେ ଫେରୁଥିବା ଲୋକେ ଏବଂ ସାମଗ୍ରୀ ନେଇ ଯାଉଥିବା […]

ଅଦ୍ୟତନ ହୋଇଛି
ଧରାପଡ଼ିଲେ ୫ ରାଜଧାନୀ ଲୁଟେରା

lootera

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ୍ କମୁନଥିବା ବେଳେ ଅନ୍ୟ ପଟେ ଧରାପଡ଼ିଛନ୍ତି ହାଇୱେ ଲୁଟେରା। ୫ ଜଣ ହାଇେୱେ ଲୁଟେରାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍। ୧୦ ଲକ୍ଷରୁ ଅଧିକ  ଟଙ୍କାର ଗହଣା, ୩ ବାଇକ, ଲାପଟପ୍ ଜବତ ସହ ମାରଣାସ୍ତ୍ର ଜବତ ହୋଇଛି।

Advertisment

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଛିନ୍ ତାଇ ଓ ଲୁଟ୍‌ରେ ସାମିଲ ଥିଲେ ଏହି ୫ ଜଣ ଲୁଟେରା। ଏକୁଟିଆ ରାତିରେ ଫେରୁଥିବା ଲୋକେ ଏବଂ ସାମଗ୍ରୀ ନେଇ ଯାଉଥିବା ଲୋକଙ୍କୁ ଟାଗେର୍ଟ କରୁଥିଲେ ଏମାନେ। ବାଇକ୍‌ରେ ଆସି ମାରଣାସ୍ତ୍ର ଦେଖାଇ ବହୁ ଲୋକଙ୍କଠୁ ଲୁଟ୍ କରିବା ଅଭିଯୋଗ ଏହି ଲୁଟେରାମାନଙ୍କ ନାଁରେ ରହିଛି। ସେହିଭଳି ଭିଏସ୍ଏସ୍ ନଗରରେ ବି ଅପରାଧିକ ଗତିବିଧିରେ ଏମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ