Advertisment

ପ୍ରେମିକର ଉନ୍ମତ୍ତକାଣ୍ଡ

ନୀଳଗିରି : ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ବ୍ୟାପାରରୁ ଝିଅର ଦାଦାଙ୍କୁ ସଂଘବଦ୍ଧ ଅାକ୍ରମଣ। ନୀଳଗିରିର ରାଜବରହମପୁର ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି। ତେବେ କୌଣସି କାରଣରୁ ଦୁଇ ଦିନ ତଳେ ଯୁବତୀଙ୍କ ବାପା ମାରଣାସ୍ତ୍ର ଧରି ଯୁବକଙ୍କ ଘରେ ପଶିଥିଲେ। ଏହି ସମୟରେ ଯୁବକଙ୍କ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ଏବଂ ପରେ ଗଣ୍ଡଗୋଳ ହୋଇଥିଲା। ପୁଲିସର କହିବା ଅନୁସାରେ ଯୁବକଙ୍କ ପରିବାରଲୋକେ ମିଶି […]

author-image
Pradesh Pratyush
ପ୍ରେମିକର ଉନ୍ମତ୍ତକାଣ୍ଡ

bls

ନୀଳଗିରି : ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ବ୍ୟାପାରରୁ ଝିଅର ଦାଦାଙ୍କୁ ସଂଘବଦ୍ଧ ଅାକ୍ରମଣ। ନୀଳଗିରିର ରାଜବରହମପୁର ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି।

Advertisment

ତେବେ କୌଣସି କାରଣରୁ ଦୁଇ ଦିନ ତଳେ ଯୁବତୀଙ୍କ ବାପା ମାରଣାସ୍ତ୍ର ଧରି ଯୁବକଙ୍କ ଘରେ ପଶିଥିଲେ। ଏହି ସମୟରେ ଯୁବକଙ୍କ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ଏବଂ ପରେ ଗଣ୍ଡଗୋଳ ହୋଇଥିଲା।

ପୁଲିସର କହିବା ଅନୁସାରେ ଯୁବକଙ୍କ ପରିବାରଲୋକେ ମିଶି ତାଙ୍କୁ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ଅାଜି ତାଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ସେ ନେଇ ଅଧିକ ଖୋଲତାଡ଼ କରୁଛି ପୁଲିସ।

Advertisment
Advertisment
Advertisment