Advertisment

ବାଘ ଚମଡ଼ା ବିକୁଥିଲା ଅଭିଯୁକ୍ତ; ଧରିଲା ପୁଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି […]

ବାଘ ଚମଡ଼ା ବିକୁଥିଲା ଅଭିଯୁକ୍ତ; ଧରିଲା ପୁଲିସ

tiger

Advertisment

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି।

Advertisment

ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଜବତ ବାଘ ଚମଡ଼ାର ଲମ୍ବ ୫ ଫୁଟ ୨ ଇଞ୍ଚ ବୋଲି ଜଣାପଡ଼ିଛି। ରାଇରଙ୍ଗପୁର ବନବିଭାଗ ଏହି ମାମଲାରେ ଅଧିକ ଖୋଳତାଡ଼ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ