/odishatv-khabar/media/post_attachments/uploadimage/library/16_9/16_9_0/r5_1626693005.jpg)
r5
ସୋର: ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲଟି ମୁଲେଶ୍ୱର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ସୁଦାମ ସାହୁ ତାଙ୍କ ଶ୍ୱଶୁର ଘର ମେଣ୍ଢାଗଡ଼ଇକୁ ୧୫ ଦିନ ହେଲା ପରିବାର ସହ ଯାଇଥିଲେ । ଗତକାଲି ରାତିରେ ସେ ହଠାତ୍ ବିଷ ପିଇଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବିଷ ପିଇବାର କାରଣ ଏଯାଏଁ ଜଣାପଡି ନ ଥିଲାବେଳେ ସୋର ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)