Advertisment

ମା' ବିରଜାଙ୍କ ରଥଯାତ୍ରା; କୋଭିଡ୍ ଟେଷ୍ଟ କରାଇଲେ ସେବାୟତ

ଯାଜପୁର: ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା। ପୂର୍ବରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କୋଭିଡ ଟେଷ୍ଟ ହୋଇଛି। କେବଳ ସେବାୟତ ଓ ପୋଲିସମାନଙ୍କ ଦ୍ୱାରା ରଥଯାତ୍ରା କରାଯିବା ନେଇ ନିଷ୍ପତି ହୋଇଛି। ୨୫୦ରୁ ଅଧିକ ଆଣ୍ଟିଜେନ କିଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇଛି। ସେବାୟତମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରୁ ବାଦ ଦିଆଯିବ। ପୁର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ସମ୍ପନ୍ନ କରିବାକୁ […]

ମା' ବିରଜାଙ୍କ ରଥଯାତ୍ରା; କୋଭିଡ୍ ଟେଷ୍ଟ କରାଇଲେ ସେବାୟତ

biraja

Advertisment

ଯାଜପୁର: ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା। ପୂର୍ବରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କୋଭିଡ ଟେଷ୍ଟ ହୋଇଛି। କେବଳ ସେବାୟତ ଓ ପୋଲିସମାନଙ୍କ ଦ୍ୱାରା ରଥଯାତ୍ରା କରାଯିବା ନେଇ ନିଷ୍ପତି ହୋଇଛି।

Advertisment

୨୫୦ରୁ ଅଧିକ ଆଣ୍ଟିଜେନ କିଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇଛି। ସେବାୟତମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରୁ ବାଦ ଦିଆଯିବ। ପୁର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ସମ୍ପନ୍ନ କରିବାକୁ ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ