/odishatv-khabar/media/media_files/2026/02/24/couple-detained-from-rented-house-2026-02-24-18-20-02.jpg)
ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା Photograph: (OTV)
ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା। ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଲେ ପ୍ରେମିକ- ନବବଧୂ। ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ । ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା ପ୍ରେମିକ ।
Advertisment
- ବଲାଙ୍ଗିର: ନବବଧୂକୁ ନେଇ ପ୍ରେମିକ ଚମ୍ପଟ ମାରିବା ଘଟଣା
- ସମ୍ବଲପୁର ପ୍ରଫେସରପଡ଼ା ଏକ ଭଡ଼ା ଘରୁ ଧରାପଡ଼ିଲେ ପ୍ରେମିକ- ନବବଧୂ
- ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
- ବରକୁ ବନ୍ଧୁକ ଦେଖାଇ ନବବଧୂକୁ ନେଇ ଚମ୍ପଟ ମାରିଥିଲା ପ୍ରେମିକ
- ତରଭା ଥାନ ବଡ଼ବନ୍ଧ ନିକଟରୁ ଫିଲ୍ମ ଷ୍ଟାଇଲରେ ନେଇ ପଳାଇଥିଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)