Advertisment

୨୬ ବର୍ଷ ପରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି। ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶିତ କରୁଛନ୍ତି। ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁର୍ପାର୍ଶ୍ୱରେ ସୁସଜ୍ଜିତ […]

୨୬ ବର୍ଷ ପରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

nagarjuna besha

Advertisment

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି।

Advertisment

ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶିତ କରୁଛନ୍ତି। ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁର୍ପାର୍ଶ୍ୱରେ ସୁସଜ୍ଜିତ କରି ଚିତ୍ରିତ କରିଛନ୍ତି।

କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ଏବେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରୁନାହାନ୍ତି ଯଦି ସେହି ସମୟରେ ପ୍ରବେଶ ନଥିବ, ତେବେ ସେମାନଙ୍କ ଚିତ୍ରକୁ ଭକ୍ତମାନେ ଦେଖିପାରିବେ ଏବଂ ନାଗାର୍ଜୁନ ବେଶର ସାନ୍ନିଧ୍ୟ ନେଇପାରିବେ ବୋଲି ଚିତ୍ରଶିଳ୍ପୀମାନେ କହିଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ