Advertisment

ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ୨ଟି ବାଇକରେ ଆସିଥିବା ୫ ଦୁର୍ବୃତ୍ତ ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଲେ। ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ବେକରେ କଟୁରି ଲଗାଇ ପ୍ରଥମେ ଲୁଟ୍ ଉଦ୍ୟମ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ କଟୁରିରେ ହାଣିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଲୋକେ ଆସିଯିବାରୁ ଲୁଟେରାମାନେ ଢେଲା ମାଡ଼ କରିଥିବା ସୂଚନା ମିଳିଛି। […]

ରାଜଧାନୀରେ ମାତିଲେ ଲୁଟେରା

BBSR

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଫେଜ୍-୭ରେ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ୨ଟି ବାଇକରେ ଆସିଥିବା ୫ ଦୁର୍ବୃତ୍ତ ଦୀର୍ଘ ସମୟ ଧରି ଆତଙ୍କରାଜ ଚଳାଇଲେ। ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ବେକରେ କଟୁରି ଲଗାଇ ପ୍ରଥମେ ଲୁଟ୍ ଉଦ୍ୟମ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ତାଙ୍କୁ କଟୁରିରେ ହାଣିଥିବା ଅଭିଯୋଗ ହୋଇଛି।

Advertisment

ଚିତ୍କାର ଶୁଣି ଲୋକେ ଆସିଯିବାରୁ ଲୁଟେରାମାନେ ଢେଲା ମାଡ଼ କରିଥିବା ସୂଚନା ମିଳିଛି। ଢେଲା ମାଡ଼ କରି ଘର କାଚ ଭାଙ୍ଗିବା ସହ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ