Advertisment

ଟମାଟୋ ଟ୍ରକ୍‌ ଓଲଟି ପଡିଲା, ବୋହି ନେଲେ ସମସ୍ତେ

ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍‌ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା। ଟ୍ରକ୍‌ଟି ଓଲଟି ପଡିବା ପରେ ଟ୍ରକ୍‌ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ […]

author-image
Mahasweta Baral
ଟମାଟୋ ଟ୍ରକ୍‌ ଓଲଟି ପଡିଲା, ବୋହି ନେଲେ ସମସ୍ତେ

tamato

ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍‌ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା।

Advertisment

ଟ୍ରକ୍‌ଟି ଓଲଟି ପଡିବା ପରେ ଟ୍ରକ୍‌ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବୋହି ନେଉଥିଲେ। ଏମିତିକି ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ନେଉଥିଲେ।

Advertisment
Advertisment