/odishatv-khabar/media/media_files/2026/02/21/liquor-consumption-crosses-6569-crore-2026-02-21-17-15-45.jpg)
୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ Photograph: (OTV)
୧୦ ମାସରେ ପିଇଦେଲେ ୬ ହଜାର ୫୬୯ କୋଟିର ମଦ। ରାଜ୍ୟରେ ମଦ ବିକ୍ରି ବଢ଼ିଛି। ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ଲୋକେ।
Advertisment
୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିଲା। ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ ହୋଇଛି। ଯାହା ରାଜ୍ୟ ରାଜସ୍ବକୁ ବଢ଼ାଇଛି।
- ୧୦ ମାସରେ ୬୫୬୯ କୋଟିର ମଦ ପିଇଦେଲେ
- ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମଦ ବିକ୍ରି
- ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର
- ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇଛନ୍ତି ରାଜ୍ୟବାସୀ
- ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ
- ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)