Advertisment

ବାଘ ଛାଲ ଜବତ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ଏସଟିଏଫ୍‌

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଏସଟିଏଫ୍‌ ଯୋଜନା ରଖିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ୍‌ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତ ଦୂର ଲମ୍ବିଛି ତାର ଖୋଳତା଼ଡ଼ କରାଯାଉଛି। ବାଘକୁ ଗୁଳି କରି ହତ୍ୟା ପରେ ଶିକାରୀ ଛାଲ ବେପାର କରୁଥିବା ଜଣାପଡ଼ିଛି। ୪ଟି କଲରାପତରିଆ ବାଘକୁ […]

ବାଘ ଛାଲ ଜବତ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ ଏସଟିଏଫ୍‌

kuchinda

Advertisment

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଏସଟିଏଫ୍‌ ଯୋଜନା ରଖିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ୍‌ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତ ଦୂର ଲମ୍ବିଛି ତାର ଖୋଳତା଼ଡ଼ କରାଯାଉଛି।

Advertisment

ବାଘକୁ ଗୁଳି କରି ହତ୍ୟା ପରେ ଶିକାରୀ ଛାଲ ବେପାର କରୁଥିବା ଜଣାପଡ଼ିଛି। ୪ଟି କଲରାପତରିଆ ବାଘକୁ ଗୁଳିକରି ଶିକାର କରାଯାଇଥିବା ସନ୍ଦେହ କରାଯାଉଛି।  ଯାଞ୍ଚ ବେଳେ ସବୁ ବାଘ ଛାଲରେ ନିର୍ଦ୍ଦିଷ୍ଟ ଧରଣ ଗୋଟିଏ କିମ୍ବା ଦୁଇଟି ହୋଲ ମିଳିବା ପରେ ଗୁଳିକରି ଶିକାର ସନ୍ଦେହକୁ ଆହୁରି ଘନୀଭୂତ କରିଛି।

ଦିନକ ତଳେ ସମ୍ବଲପୁର କୁଚିଣ୍ଡାରୁ ବାଘ ଛାଲ ରାକେଟ୍‌ ଧରାପଡ଼ିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ