/odishatv-khabar/media/post_attachments/uploadimage/library/16_9/16_9_0/tiger_1626339459.jpg)
tiger
ବାରିପଦା: କରଞ୍ଜିଆ ଓ ଦୁଧିଆଣି ରେଞ୍ଜ୍ର ମିଳିତ ଚଢଉ କରି ଗୋଟିଏ କଲରାପତରିଆ ବାଘର ଚମଡ଼ା ଜବତ କରିଛନ୍ତି। ବାଘ ଚମଡ଼ା କାରବାର ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣି କରିଛନ୍ତି ବନ ବିଭାଗ କର୍ମଚାରୀ।
Advertisment
ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ବ୍ୟାଙ୍କ କର୍ମଚାରୀ ଅଛନ୍ତି। ଦୁଧିଆଣି ରେଞ୍ଜ୍ ଅନ୍ତର୍ଗତ କଙ୍କଡା ଗାଁର ଦୁଇ ବ୍ୟକ୍ତି ଓ କେନ୍ଦୁମୁଣ୍ଡି ରେଞ୍ଜ ଅନ୍ତର୍ଗତ ଧାତିକାବେଡାରୁ ଶିରିଷ ମହାନ୍ତ ନାମକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗିରଫ ଶିରିଷ ମୟୂରଭଞ୍ଜ ସମବାୟ ବ୍ୟାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)