Advertisment

ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇନାହିଁ: ଲେଖାଶ୍ରୀ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ। ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି, ସେମାନେ ପ୍ରକୃତରେ କଳାପାହାଡ଼ ବୋଲି କହିଛନ୍ତି ଲେଖାଶ୍ରୀ। ଓଡ଼ିଶାର ବିକାଶକୁ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି। […]

author-image
Chandan Shishu
ଅଦ୍ୟତନ ହୋଇଛି
ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇନାହିଁ: ଲେଖାଶ୍ରୀ

lekha

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ।

Advertisment

ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି, ସେମାନେ ପ୍ରକୃତରେ କଳାପାହାଡ଼ ବୋଲି କହିଛନ୍ତି ଲେଖାଶ୍ରୀ। ଓଡ଼ିଶାର ବିକାଶକୁ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି। ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ନେଇ କଣ କରିଛ ବୋଲି ଆମେ ପ୍ରଶ୍ନ କରିବାରୁ ବିଜେଡିକୁ ବାଧୁଛି ବୋଲି ସେ କହିଛନ୍ତି।

https://twitter.com/otvkhabar/status/1328969706947141632?s=20

ସେ ରାଜ୍ୟର ବିକାଶ ପ୍ରସଙ୍ଗ ଉଠାଇଛନ୍ତି, ପୁରୀକୁ କାହିଁକି ବିଶ୍ୱପ୍ରସିଦ୍ଧ କରିପାରିନାହଁ ବୋଲି ପ୍ରସଙ୍ଗ ଉଠାଇଥିଲେ ଯାହା ଶାସକଦଳଙ୍କୁ କଷ୍ଟ ଦେଉଛି ବୋଲି କହିଛନ୍ତି ଲେଖାଶ୍ରୀ। ସେପଟେ ଲେଖାଶ୍ରୀ ତାଙ୍କ ମନ୍ତବ୍ୟକୁ ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।

Advertisment

Advertisment
Advertisment