/odishatv-khabar/media/post_attachments/uploadimage/library/16_9/16_9_0/bjp-123_1626760379.jpg)
bjp
ଭୁବନେଶ୍ୱର: ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ଆସନ୍ତା ୧୧ ତାରିଖରେ ଭୋଟ୍ ଗ୍ରହଣ ହେବ। ସେଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡ଼ିଛନ୍ତି।
Advertisment
ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ମାତ୍ର କିଛି ଘଣ୍ଟା ରହିଛି। ଅପରାହ୍ନ ୫ଟାରେ ଶେଷ ହେବ ପ୍ରଚାର। ପ୍ରଚାରକୁ ଆଉ ମାତ୍ର କିଛି ଘଣ୍ଟା ରହିଯାଇଥିବାବେଳେ ଭୋଟରକୁ ମନାଇବା ପାଇଁ ସବୁ ଦଳ ପକ୍ଷରୁ ଜୋରସୋରରେ କସରତ ଚାଲିଛି।
ବିଜେପି ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାର କରୁଥିବାବେଳେ ବିଜେଡିର ମଙ୍ଗ ଧରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ଆସନ୍ତା ୧୧ ତାରିଖରେ ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସହ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟଗ୍ରହଣ ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)