/odishatv-khabar/media/media_files/2025/10/16/digapahandi-2025-10-16-17-23-53.jpg)
DIGAPAHANDI Photograph: (OTV)
ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ। ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ | ଉଭୟ ଗୋଷ୍ଠୀ ତହସିଲ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁନି | ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ତହସିଲର ସିଙ୍ଗିପୁର ଏବଂ ରତ୍ନମଣିପୁର ଗାଁ ମଧ୍ୟରେ | ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ । ମୁଖ୍ୟ ରାସ୍ତା କଡ଼ରେ ଥିବା ରତ୍ନମଣିପୁରର ହନୁମାନ ବାଟିକା ଜାଗାରେ ରତ୍ନମଣିପୁର ଗ୍ରାମବାସୀ ସେଠାରେ ହନୁମାନ ମନ୍ଦିର ଏବଂ ପାର୍କ କରିଥିବା ବେଳେ ସିଙ୍ଗିପୁର ଗାଁ ଲୋକ ସେଠାରୁ ମନ୍ଦିର ହଟାଇ ମାର୍କେଟ କମ୍ପ୍ଲେକ୍ସ ଏବଂ ଶୌଚାଳୟ ନିର୍ମାଣ ପାଇଁ ଜିଦ୍ କରୁଛନ୍ତି।
Advertisment
ଦିନକୁ ଦିନ ଦୁଇ ଗାଁ ମଧ୍ୟରେ ଘନଉଛି ଜାଗା ବିବାଦ
ବର୍ଷ ବର୍ଷ ଧରି ଲାଗି ରହିଛି ବିବାଦ
ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ସମାଧାନ ହୋଇପାରୁନି
ସିଙ୍ଗିପୁର ଏବଂ ରତ୍ନମଣିପୁର ଗାଁ ମଧ୍ୟରେ ବିବାଦ
ଉଭୟେ ଗ୍ରାମବାସୀ ନିଜ ନିଜ ଜିଦରେ ଅଟଳ
Advertisment



Related Articles
Social Worker Builds: ଶୁଣିଲାନି ପ୍ରଶାସନ, ନିଜେ କଲେ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମଗାର
POSTED

Traditional Leaf Plate Makers: ରେଡିମେଡ୍ ଦେଇଛି ଦୁଃଖ, ଲୋକଙ୍କ ଜୀବିକା ସଙ୍କଟରେ
POSTED

Unrest in Assam Over Singer Zubeen Garg’s Death: ଜୁବୀନ ଗର୍ଗଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି, ପୋଲିସ ଗାଡ଼ି ପୋଡ଼ି ଦେଲେ
POSTED

Thriller Style Killing: ବିହାରରୁ ଆସିଥିଲେ ସାର୍ପସୁଟର୍ , ଫୁଲ ପ୍ରୁଫ୍ ପ୍ଲାନିଂ ଓ ଥ୍ରୀଲିଂ ମର୍ଡର...
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)