angul
Advertisment
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନଟିପିସିରେ ଦୁର୍ଘଟଣା ଘଟିଛି। ୩ ନମ୍ବର କ୍ରସର ହାଉସଠାରେ ଲୁହା ବ୍ୟାଟେରୀ ଗାଡ଼ି ଓଲଟି ପଡ଼ିବାରୁ ଗାଡ଼ି ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲ ଛେଣ୍ଡିପଦା ଅଞ୍ଚଳର ଅକ୍ଷୟ ମିଶ୍ର।
Advertisment
ମୃତକଙ୍କ ପରିବାରର ଜଣକୁ ଚାକିରି ଓ କ୍ଷତିପୂରଣ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି। ଦୁର୍ଘଟଣା ପରେ ଏନଟିପିସିରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଥିଲା। ପୁଲିସ୍ ପହଞ୍ଚି ଶ୍ରମିକଙ୍କୁ ବୁଝାସୁଝା କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/angul-900_1626757830.jpg)