Advertisment

ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ

ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍‌ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।

ସଡ଼କ ଦୁର୍ଘଟଣାରେ କୋମନା ତହସିଲଦାରଙ୍କ ମୃତ୍ୟୁ

died

Advertisment

ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍‌ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା।

Advertisment

car

ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି।

ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ