/odishatv-khabar/media/post_attachments/uploadimage/library/16_9/16_9_0/yatra0-1_1626691655.jpg)
yatra0-1
ଭୁବନେଶ୍ୱର : ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ ।
Advertisment
ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ ।
ଟିକଟର ଦାମ ରହିଛି ୨ଶହ, ୧୫୦ ଓ ୧୦୦ଟଙ୍କା । ୬ ତାରିଖରୁ ମାୟା ନଗରୀ, ସୂର୍ଯ୍ୟ ମହଲ ନାଟକ ମଂଚସ୍ଥ କରିବେ । ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ମହାକୁମ୍ଭ। ଚଳିତ ବର୍ଷ ମୋଟ ୧୨ଟି ଯାତ୍ରାପାର୍ଟି ମଂଚସ୍ଥ କରିବେ ବୋଲି ସୂଚନା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)