Advertisment

କରୋନା ନେଲା ଏଏସଆଇଙ୍କ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ। ଭୁବନେଶ୍ୱର ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଡିସିପି ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। With deep sadness we inform that ASI Sisira Kumar Sethi who was working in Khandagiri PS has succumbed to Covid 19. He was an outstanding officer and has sacrificed […]

author-image
Ranjeet Kumar Jena
କରୋନା ନେଲା ଏଏସଆଇଙ୍କ ଜୀବନ

asi

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ। ଭୁବନେଶ୍ୱର ଖଣ୍ଡଗିରି ଥାନାର ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଡିସିପି ଭୁବନେଶ୍ୱର ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି।

Advertisment

https://twitter.com/dcpbbsr/status/1305378316287844355?s=20

କରୋନାରେ ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ଡିସିପି ଜଣେ ଦକ୍ଷ ଅଫିସରଙ୍କ ବିୟୋଗରେ କମିଶନରେଟ ପୋଲିସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Advertisment
Advertisment