Advertisment

‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପରିପେକ୍ଷୀରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍‌ ଭୁବନେଶ୍ୱର ପକ୍ଷରୁ ଏକ ଅନ୍ତର୍ଜାତିକ କାର୍‌ ରାଲି ଆୟୋଜିତ ହୋଇଥିଲା। ରାଲିର ଶୀର୍ଷକ ଥିଲା ‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’। ଏହି ରାଲି ସଫଳତାର ସହ ଶେଷ ହୋଇଛି।  ଫେବୃଆରୀ ୪ରେ ଦିଲ୍ଲୀ ରାଜଘାଟଠାରୁ ଏହି ରାଲି ଆରମ୍ଭ ହୋଇ ଢାକାଠାରେ ଶେଷ ହୋଇଥିଲା। ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଏବଂ ବର୍ହିବିଭାଗ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ୧୧ଟି […]

‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’

car

Advertisment

ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପରିପେକ୍ଷୀରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ୍‌ ଭୁବନେଶ୍ୱର ପକ୍ଷରୁ ଏକ ଅନ୍ତର୍ଜାତିକ କାର୍‌ ରାଲି ଆୟୋଜିତ ହୋଇଥିଲା। ରାଲିର ଶୀର୍ଷକ ଥିଲା ‘ଡ୍ରାଇଭ୍‌ ଫର୍ ପିସ୍‌ ଆଣ୍ଡ ଡ୍ରାଇଭ୍‌ ଫର୍ ସେଫଟି’।

Advertisment

ଏହି ରାଲି ସଫଳତାର ସହ ଶେଷ ହୋଇଛି।  ଫେବୃଆରୀ ୪ରେ ଦିଲ୍ଲୀ ରାଜଘାଟଠାରୁ ଏହି ରାଲି ଆରମ୍ଭ ହୋଇ ଢାକାଠାରେ ଶେଷ ହୋଇଥିଲା। ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଏବଂ ବର୍ହିବିଭାଗ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ୧୧ଟି ୪ଚକିଆ ଯାନରେ ୪୨ଜଣ ପ୍ରତିଯୋଗି ପ୍ରାୟ ୨୧ ଦିନ ଧରି ରାଲିରେ ସାମିଲ ଥିଲେ।  ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ମୋଟର ସ୍ପୋର୍ଟସ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ