Advertisment

ରାତି ଅଧରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼

ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି।  ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । […]

author-image
Pradesh Pratyush
ରାତି ଅଧରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼

jewww

ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ ।

Advertisment

ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି।  ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । ପ୍ଲାଣ୍ଟସାଇଟ୍ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Advertisment
Advertisment