Advertisment

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷାକୁ ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ବଦଳରେ ୨୭ ତାରିଖରେ ହେବ ପରୀକ୍ଷା। ଆଇଆଇଟି ରୁର୍‌କି ପକ୍ଷରୁ ଏନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସିବିଟି ବା କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟ ଜରିଆରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ଘୁଞ୍ଚିଲା ଜେଇଇ ଆଡ୍‌ଭାନ୍ସଡ

JEE

Advertisment

ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷାକୁ ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ବଦଳରେ ୨୭ ତାରିଖରେ ହେବ ପରୀକ୍ଷା। ଆଇଆଇଟି ରୁର୍‌କି ପକ୍ଷରୁ ଏନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

Advertisment

ସିବିଟି ବା କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟ ଜରିଆରେ ଅନ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ